ଅର୍କକ୍ଷେତ୍ର ଓ କଳାକୀର୍ତ୍ତି ର -:କୋଣାର୍କ:-
'କୋଣାର୍କ' ତାର ନାଁ ରୁ ହିଁ ଐତିହାସିକ ଓ ପ୍ରସିଦ୍ଧତା ର ବାସ୍ନା ଚତୁଃପାର୍ଶ୍ଵ କୁ ପ୍ରଭାବିତ କରାଏ। ପ୍ରସିଦ୍ଧ ସୂର୍ଯ୍ୟ ମନ୍ଦିର ପାଇଁ କୋଣାର୍କ ପୃଥିବୀ ର ଇତିହାସ ପୃଷ୍ଠା ରେ ରହିଛି ଏବଂ ରହିଥିବ। ଅନେକ ପ୍ରସିଦ୍ଧି ଲାଭ କରିଥିବା ସ୍ଥାନ ମଧ୍ୟରୁ କୋଣାର୍କ ଅନ୍ୟତମ। କୋଣାର୍କ ର କଳାକୀର୍ତ୍ତି ଉପରେ ବିସ୍ତୀର୍ଣ୍ଣ ଉପସ୍ଥାପନ କରିବାକୁ ଚେଷ୍ଟା କରିବି।
History
•
27
Feb 2024 5:58 PM
•
•