ମୁଁ ଓଡ଼ିଆ ଦାଦନ

ବାଙ୍ଗାଲୋରରେ ଗୋଟିଏ ଟେକା ପକେଇଲେ ସେଇଟା ଗୋଟିଏ ଓଡ଼ିଆକୁ ବାଜିବ | ଆଉ ସେ ଓଡ଼ିଆ ଖାଲି ସଫ୍ଟୱେର ଇଂଜିନିୟର ନୁହନ୍ତି | ସେଇ ଓଡ଼ିଆଙ୍କ ଭିତରେ ବି ଅଛନ୍ତି ହଜାର ହଜାର ରୋଷେଇଆ, ସିକ୍ୟୁରିଟି ଗାର୍ଡ, ଡ୍ରାଇଭର ଆଉରି କେତେ କଣ |

Lifestyle

05
Feb
2024 7:43 PM


ମୁଁ ଓଡ଼ିଆ ଦାଦନ