ପୁରୁଷୋତ୍ତମ ଦାସଙ୍କ ରଚିତ କାଞ୍ଚିକାବେରୀ ପ୍ରସଙ୍ଗ ବା ମହାପ୍ରଭୁ ଶ୍ରୀ ଜଗନ୍ନାଥ କାଞ୍ଚି କାବେରୀ ଅଭିଯାନ ଭାଗ ୨

*କମଳାକାନ୍ତ ଶ୍ରୀ ଜଗନ୍ନାଥଙ୍କ ଶ୍ରୀପାଦ ପଦ୍ମ ରେ ଦଣ୍ଡବତ କରି ପୁରୁଷୋତ୍ତମ ଦାସଙ୍କ ରଚିତ କାଞ୍ଚିକାବେରୀ ପ୍ରସଙ୍ଗ ବା ମହାପ୍ରଭୁ ଶ୍ରୀ ଜଗନ୍ନାଥ କାଞ୍ଚି କାବେରୀ ଅଭିଯାନ ମହିମା ଆଜିଠାରୁ ପ୍ରତ୍ୟେକ ଦିନ ଭାଗ ଭାଗ ହୋଇ ଗ୍ରୁପ୍ ରେ ପୋଷ୍ଟ ହେବ, ସମସ୍ତେ ମହାପ୍ରଭୁ ଙ୍କ ମହିମା ପଠନ‌ କରି ଅଖଣ୍ଡାନନ୍ଦ ପ୍ରାପ୍ତ କରିବେ ବୋଲି ଆଶା*  *ଜୟ ଶ୍ରୀ ଜଗନ୍ନାଥ ....🙏*

Spiritual

08
Dec
2023 7:58 PM