ଅଧ୍ଯାତ୍ମ ରୂପରେ ଯାହା ଚିତ୍ତ ଅଧିଭୁତ ରୂପରେ ତାହା ମହତ୍ତତ୍ତ୍ବ।
ଏହି ସମଷ୍ଟି ଅହଂକାରରୁ ତ୍ରିଗୁଣ ଆଧାରରେ ଭୁତ ଇନ୍ଦ୍ରିୟ ଅଧିଦେବାଦିର ମୂଲପ୍ରକୃତି ସୃଷ୍ଟି। ଜ୍ଞାନ ଏକ ଜୈବ ବୃତ୍ତି, ଶୁଦ୍ଧ ଜ୍ଞାନ ପାକଳ ହେଲେ ଭକ୍ତି /ସେବା, ପାଚିଲେ ଫାଟିବା ବା ମିଳନ ପ୍ରେମ ତାପରେ ବନ୍ଧନ ମୁକ୍ତ ନାଶିରୁ ଖସିଯିବ, ଆଉ ନାଭିଛେଦନ ହେବ ନାହିଁ ବୈରାଗ୍ଯ।
Spiritual
•
10
Oct 2023 7:38 PM
•
•