-:ଜାତୀୟ ବିଜ୍ଞାନ ଦିବସ:-
' ବିଜ୍ଞାନ' ର ମହତ୍ତ୍ଵ କୁ ଶବ୍ଦ ରେ ପରିପ୍ରକାଶ କରି ହେବ ନାହିଁ। ସାଂପ୍ରତିକ ପରୀପ୍ରେକ୍ଷୀରେ ବିଜ୍ଞାନର ହସ୍ତକ୍ଷେପ ଫଳରେ ମାନବ ସମାଜ ତିଷ୍ଠି ରହିଛି। ମୁଦ୍ରା ସମ୍ଭବ ଏହାର ଦୁଇଟି ପାର୍ଶ୍ବ ରହିଛି। ଗୋଟିଏ ଉପକାର ହେଲେ ଅନ୍ୟଟି ଆପକାର। ବିଜ୍ଞାନ ର ଆଶୀର୍ବାଦ ରେ ହିଁ ମନୁଷ୍ୟର ଭୌତିକ ପ୍ରଗତି ସମ୍ଭବ ହେଇଛି ଏହା ମଧ୍ୟ ସତ୍ୟ। ଏହା ଉପରେ ନିଜର ମତ ପ୍ରକାଶ କରି ଉପସ୍ଥାପନ କରିବାକୁ ଚେଷ୍ଟା କରିବି।
Science
•
01
Mar 2024 4:21 PM
•
•