କର୍ତ୍ତବ୍ୟ
କାନ୍ଦକାନ୍ଦ ମୁହଁନେଇ ମୋ ଆଗରେ ଠିଆ ହେଇରହିଥାଏ ମୀନାକ୍ଷୀ। ଏଇ କୋଡିଏ ଦିନ ହେଲା ସମ୍ବଲପୁର ପାଖ ଛୋଟ ଗୋଟାଏ ସହରରୁ ବଦଳି ହେଇ ବାଲେଶ୍ୱର ଜିଲ୍ଲା ସ୍କୁଲରେ ଶିକ୍ଷୟିତ୍ରୀ ହିସାବରେ ଜଏନ୍ କରିଛି ମୀନାକ୍ଷୀ।
Lifestyle
•
06
Feb
2024 11:56 AM
•
•