ବାୟୁ ପ୍ରଦୂଷଣ ଜନିତ ସମସ୍ୟା ଓ ଏହାର ନିରାକରଣ
ନିତିଦିନ ବଡ଼ ବଡ଼ କୋଠା ତିଆରିରେ ବ୍ୟବହୃତ ରଙ୍ଗ, ଜମିରେ ବ୍ୟବହୃତ ପେଷ୍ଟିସାଇଡ୍ ବା କୀଟନାଶକ, ଆମ ଆସବାବପତ୍ରରେ ବ୍ୟବହୃତ ରଙ୍ଗ, ଗ୍ୟାସୋଲିନ୍ ପରି ଇନ୍ଧନ ଜଳିବା ବିଭିନ୍ନ ପର୍ବପର୍ବାଣୀ ଓ ବ୍ୟକ୍ତିଗତ ଉତ୍ସବ ସମୟରେ ଅତ୍ୟଧିକ ବାଣଫୁଟାଇବା ଦ୍ୱାରା ବାୟୁମଣ୍ଡଳରେ କେତେକ ଜୈବିକ ଯୌଗିକ ବାଷ୍ପ ରୂପରେ ମିଶେ ଯାହା ଖୁବ୍ ବିଷାକ୍ତ ହୋଇଥାଏ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଆକଳନ ଅନୁସାରେ ବିଶ୍ୱର କେତେକ ବହୁଳ ପ୍ରଦୂଷିତ ସହର ଭିତରେ ଦିଲ୍ଲୀ, ବେଜିଂ, ପେରୁର ଲିମା, ଇଜିପ୍ଟର କାଏରୋ ଅନ୍ତର୍ଭୁକ୍ତ।
Science
•
01
Dec 2023 6:02 PM
•
•