ଦାରୁ ଦେବତା ଶ୍ରୀଜଗନ୍ନାଥ ଓ ଆୟୁର୍ବେଦ 

ଉତ୍କଳର ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥଙ୍କୁ କେନ୍ଦ୍ର କରି ଗଢ଼ି ଉଠିଛି ଉତ୍କଳୀୟ ସଭ୍ୟତା । ଏକ ମହାନ ଧର୍ମ ଓ ସଂସ୍କୃତିର ସେ ପ୍ରତୀକ । ଅବ୍ୟକ୍ତ, ଅଣାକାର, ଇନ୍ଦ୍ରିୟାତୀତ ଏବଂ ଦାରୁବ୍ରହ୍ମ ଭାବରେ ତାଙ୍କର ପ୍ରସିଦ୍ଧି ରହିଛି । ବେଦରେ ଶ୍ରୀଜଗନ୍ନାଥଙ୍କୁ ଅପୌରୁଷେୟ ଦାରୁଦେବତା ଭାବରେ ଚିତ୍ରଣ କରାଯାଇଅଛି । ତେବେ ସେହି ଦାରୁ ଦିଅଁ ଆଉ ତାଙ୍କ ସହ କିପରି ଜଡ଼ିତ ଆମ ଆୟୁର୍ବେଦ ଚାଲନ୍ତୁ ଜାଣିବା ଏହି ବ୍ଲଗ୍ ଜରିଆରେ। 

Science

30
Nov
2023 11:08 PM


ଦାରୁ ଦେବତା ଶ୍ରୀଜଗନ୍ନାଥ ଓ ଆୟୁର୍ବେଦ