ଗଞ୍ଜାମର ଐତିହ୍ୟ ଓ ସଂସ୍କୃତି
ଦକ୍ଷିଣ ଓଡ଼ିଶାରେ ଅବସ୍ଥିତ ଗଞ୍ଜାମ ଜିଲ୍ଲା । ଯୁଗ ଯୁଗରୁ ଏହାର କଳା, ସାହିତ୍ୟକୁ ନେଇ ଓଡ଼ିଶା ଗର୍ବ ଅନୁଭବ କରେ । ଏହା ପୌରାଣିକ, ଐତିହାସିକ, ପ୍ରତ୍ନତାତ୍ତ୍ବିକ ଦୃଷ୍ଟିରୁ ଗୁରୁତ୍ବବହନ କରେ । ଏହାର ପ୍ରାକୃତିକ ଦୃଶ୍ୟ, ଗହନ ବନ, ପାହାଡ଼, ପର୍ବତ, ଶିଳାଲିପି, ବନ୍ଦର ଆଦି ବିଶ୍ବ ବିଦିତ ।
Professional
•
19
Apr 2023 12:57 PM
•
•