ନକ୍ଷତ୍ର ବନ୍ଦାପନା
ପ୍ରତ୍ୟେକ ଦିନ ଅବକାଶ ପୂଜା ସମୟରେ ଜ୍ୟୋତିଷ ସେବକ ଠାକୁରମାନଙ୍କ ସାମନାରେ ଠିଆହୋଇ ସେ ଦିନର ରାଶି ବାର ନକ୍ଷତ୍ର ଓ ଗ୍ରହଚଳନ ବିଷୟରେ ଠାକୁରଙ୍କୁ ଅବଗତ କରାଇଥାନ୍ତି । ଯଦି ସେ ଦିନ ଠାକୁରମାନଙ୍କର ଜନ୍ମନକ୍ଷତ୍ର ପଡେ ତାହେଲେ ନକ୍ଷତ୍ର ବନ୍ଦାପନା ନୀତି ମଧ୍ୟାହ୍ନ ଧୂପ ପରେ ହୋଇଥାଏ । ଏହି କଥା ଜ୍ୟୋତିଷ ସେବକ ତଢଉକରଣ ଦେଉଳକରଣ ଓ ଗାରଦରେ ଜଣେଇଥାନ୍ତି ।
Spiritual
•
19
Nov 2023 12:05 PM
•
•