ଓଡ଼ିଆ ଭାଷାରେ ଆଧୁନିକ ଯୁଗ ୫ ଜଣ ମୁଖ୍ୟ ଆଗ ଧାଡ଼ି ର ଗାଳ୍ପିକ ବା କାହାଣୀ କାର :-
' ଭାଷା ' ଏକ ସୁମଧୁର ଶବ୍ଦ। କେବଳ ମୋ ପାଇଁ ନୁହେଁ ବରଂ ପ୍ରତ୍ୟେକ ଭାଷାଭାଷୀ ଲୋକଙ୍କ ମନରେ ତାଙ୍କ ଭାଷାକୁ ନେଇ ଉଚ୍ଚମାନର ସମ୍ମାନ ଓ ମର୍ଯ୍ୟାଦା ରହିଆସିଛି। 'ଓଡ଼ିଆ ଭାଷା'ର ମାଧୁର୍ଯ୍ୟ କୁ ବର୍ଣ୍ଣନା କରିବା ମୋ ପାଖେ ତ ସମ୍ଭବ ନୁହେଁ ,କାରଣ ମୁଁ ଜଣେ ଓଡ଼ିଆ।ଯେ ଭାବେ ନିଜକୁ ଗର୍ବ କରେ ଆଉ ଓଡ଼ିଆମାନଙ୍କ ମଧ୍ୟରେ ଓଡ଼ିଆ ଭାଷା ର ମହତ୍ତ୍ଵ କୁ ବଜାୟ ରଖିବାକୁ ପ୍ରାଣ ପଣେ ଚେଷ୍ଟା ଜାରି ରଖିବି ଶେଷ ନିଶ୍ବାସ ତ୍ୟାଗ ପର୍ଯ୍ୟନ୍ତ।
Literature
•
14
Jan 2024 1:59 PM
•
•