ଓଡ଼ିଶାର ଲୋକନୃତ୍ୟ- ଏକ ଅବଲୋକନ

ଲୋକକଥା ରହିଛି ଯେ, ପୁରାତନ ସମୟରେ ଦମ୍ପତ୍ତିଙ୍କର ପୁଅ ନ ହେଲେ ସେମାନେ ମହାଦେବଙ୍କ ପାଖରେ ମାନସିକ ରଖୁଥିଲେ ପୁଅ ହେଲେ ଏପରି ଗୋଟିପୁଅ ହେବ ଏବଂ ପରେ ସେମାନଙ୍କର ପୁତ୍ର ସନ୍ତାନ ହେଉଥିଲା। ଯଦିଓ ଏହା ବିଶ୍ୱାସର କଥା କିନ୍ତୁ ଏବେ ବି ଗୋଟିପୁଅ ନୃତ୍ୟକାରମାନେ ଏହିପରି ସମର୍ପିତ ହୋଇ ନୃତ୍ୟ କରନ୍ତି।

Culture

23
Dec
2023 7:13 AM


ଓଡ଼ିଶାର ଲୋକନୃତ୍ୟ- ଏକ ଅବଲୋକନ