ଶ୍ରେଷ୍ଠ ମିତ୍ର ଓ ଶତ୍ରୁ
ଆମେ ଯଦି ମନକୁ ଅସତ୍ ମାର୍ଗରେ ପରିଚାଳିତ କରାଉ ତେବେ ଏହା ଶତ୍ରୁ ସଦୃଶ ଆମ ସହ ବ୍ୟବହାର କରିବ । ତେବେ ସକାରାତ୍ମକ ଚିନ୍ତା, ଚେତନାରେ ମନକୁ କେନ୍ଦ୍ରୀଭୂତ କଲେ ଏହା ଉତ୍ତମ ମିତ୍ର ସଦୃଶ ଶ୍ରେଷ୍ଠ ଉପଲବ୍ଧିର ସୋପାନକୁ ନେଇଯିବ।
Literature
•
04
Nov 2023 7:07 PM
•
•
Literature
•
•
•