ଆଧୁନିକ ଯୁଗରେ ଜ୍ୟୋତିଷ ଶାସ୍ତ୍ର ର ମହତ୍ତ୍ୱ 

ଆଜି ଏକ ଏମିତି ବିଷୟରେ ଆଲୋଚନା କରିବା ଯାହା ର କଥା ବହୁତ ବିସ୍ତୃତ, କୋଉ କୋଉ ମାନେ ଏହାକୁ ଅନ୍ଧ ବିଶ୍ୱାସ ଭାବୁଥିବା ବେଳେ କେହି କେହି ଏହାକୁ ନିଜ ଜୀବନର ମାର୍ଗ ଦର୍ଶନର କାରକ ଭାବୁଛନ୍ତି ଆଉ ତାହାକୁ ନିତ୍ୟଦିନ କାଯ୍ୟରେ ଲଗାଉଥିବା ମଧ୍ୟ ମୁଁ ନଜର କରିଛି, କିଛି କାଂଶରେ ଆପଣ ମାନେ ବି ତାହା ଉପଲବ୍ଧି କରିଥିବେ ।

Spiritual

11
Feb
2024 8:56 PM


ଆଧୁନିକ ଯୁଗରେ ଜ୍ୟୋତିଷ ଶାସ୍ତ୍ର ର ମହତ୍ତ୍ୱ