ଭାରତୀୟ ସଂସ୍କୃତିରେ ନାରୀର ମହତ୍ତ୍ୱ

ସମାଜର ସଂବୃଦ୍ଧି ନିମିତ୍ତ ଭାରତୀୟ ସଂସ୍କୃତି ରେ ନାରୀର ରହିଛି ଅନେକ ମହତ୍ତ୍ୱ  |ସମାଜରେ ନାରୀ ଓ ପୁରୁଷ ଗୋଟିଏ ମୁଦ୍ରାର ଦୁଇଟି ପାଶ୍ୱ| ସମାଜ ସଂକଟର ଦୁଇ ଚକ୍ର ନାରୀ -ପୁରୁଷ,ସତେ ଯେପରି ଗୋଟିଏ ବୃନ୍ତର ଦୁଇ କଳିକା ନାରୀ -ପୁରୁଷ |ନାରୀ ସ୍ନେହମୟୀ,ବାସ୍ତଲ୍ୟମୟୀ |ଅନୁରାଗ ର ଫ୍ଲସ ପ୍ରଭାବିତ ହୁଏ ନାରୀ ହୃଦୟର ନ୍ରୀଭୁତ କନ୍ଦରରେ|ଆସନ୍ତୁ ତଥା କଥିତ ମହତ୍ତ୍ୱ ଉପରେ ବିସ୍ତୃତ ଭାବରେ ଆଲୋକପାତ କରିବା 🙏

Culture

•

09
Mar
2024 9:17 PM

•

•


ଭାରତୀୟ ସଂସ୍କୃତିରେ ନାରୀର ମହତ୍ତ୍ୱ