ଏକ ଅଳସୁଆ ପୀଢି ହାତରେ ଓଡିଆ ମନୋରଞ୍ଜନ

ମୋର ସାନବେଳର କେତେଗୁଡିଏ ଅଭୁଲା ସ୍ମୃତି ଭିତରେ ଗୋଟିଏ ହେଲା ବାପାମା'ଙ୍କ ସାଙ୍ଗରେ ହଲକୁ ଯାଇ ଓଡିଆ ସିନେମା ଦେଖିବା । ନବେ ଦଶକଯାଏଁ ଏହା ଥିଲା ଆମ ଘରର ଏକ ନିୟମିତ ଅଭ୍ୟାସ ।

Lifestyle

05
Feb
2024 8:13 PM


ଏକ ଅଳସୁଆ ପୀଢି ହାତରେ ଓଡିଆ ମନୋରଞ୍ଜନ