କୋଣାର୍କ
କୋଣାର୍କ ହେଉଛି ଓଡ଼ିଆ ଜାତିର ଗର୍ବ ଗୈାରବ, ପ୍ରସିଦ୍ଧି ପରିଚିତି ର ଶ୍ରେଷ୍ଠ ସଂପଦ। ରଥାକୃତି, ୨୪ ଚକ, ସପ୍ତଅଶ୍ବ ଯୁକ୍ତ, ଧାବମାନ ଶୈଳୀର, ଭାରତୀୟ ମନ୍ଦିର ଶିଳ୍ପକଳାରେ ସର୍ବପ୍ରଥମ ଏବଂ ବିରଳ ମଧ୍ୟ। ତେବେ ଏହି ବିଶାଳ ସୂର୍ଯ୍ୟମନ୍ଦିରକୁ ନେଇ ଆଜିର ଏ ଉପସ୍ଥାପନା -
History
•
15
Feb 2023 12:19 PM
•
•
