ଲିଙ୍ଗରାଜଙ୍କ ରଥଯାତ୍ରା

ଜଗନ୍ନାଥଙ୍କର ରଥଯାତ୍ରା ବିଶ୍ବ ବିଖ୍ୟାତ । ଏହା ଆଷାଢ଼ ମାସ ଶୁକ୍ଲ ପକ୍ଷ ଦ୍ବିତୀୟାରେ ଅନୁଷ୍ଠିତ ହୋଇଥାଏ । ଯାଜପୁରର ଅଧିଷ୍ଟାତ୍ରୀ ଦେବୀ ମାଆ ବିରଜାଙ୍କର ମଧ୍ୟ ରଥଯାତ୍ରା ଅଶ୍ବିନ ଶୁକ୍ଲ ପ୍ରତିପଦ ତିଥିରେ ହୋଇଥାଏ । ସେହିପରି କୋଣାର୍କଠାରେ ସୂର୍ଯ୍ୟ ରଥଯାତ୍ରା ଓ ଲିଙ୍ଗରାଜଙ୍କର ଚୈତ୍ର ଶୁକ୍ଲପକ୍ଷ ଅଷ୍ଟମୀ ତିଥିରେ ଅଶୋକାଷ୍ଟମୀ ଯାତ୍ରା ଅନୁଷ୍ଟିତ ହୋଇଥାଏ ।

Culture

29
Mar
2023 12:42 PM


ଲିଙ୍ଗରାଜଙ୍କ ରଥଯାତ୍ରା