ମୋର ପ୍ରିୟ ପୋଷାକ ଆଉ ତା ସହ ଜଡ଼ିତ କିଛି ଅଭୁଲା ସ୍ମୃତି ✍️✍️✍️❤️❤️❤️❤️
ପୋଷାକ ଭିତରେ ନଥାଏ ଖାଲି ସୂତା ତା ଦେହରେ ଥାଏ ଅସରନ୍ତି ସ୍ମୃତି ର ଭଣ୍ଡାର ❤️... ପୋଷାକ ନୁହଁ ସେ ଭଲ ପାଇବାର ସନ୍ତକ ତ ପୁଣି କାହାକୁ ଭାବନା ରେ ରଖି ଖୋଜିବର ପ୍ରତିଶବ୍ଦ....💕।
Personal
•
20
Feb 2024 12:58 PM
•
•