ଓଡ଼ିଆଭାଷାରେ ଆଧୁନିକ ଯୁଗର ୫ ମୁଖ୍ୟ ଔପନ୍ୟାସିକ 

ଓଡ଼ିଆ ସାହିତ୍ୟ କଳା, ସଂସ୍କୃତି, ଆଧୁନିକ କଳା ରାଜୀର ତଥା ସୃଜନୀ ର ସମସ୍ତ ଲେଖିକା,ଲେଖକ,ପାଠକ, ପାଠିକା ମାନଙ୍କୁ ସ୍ୱାଗତ.ଆଜିର ବିଷୟ ହେଉଛି ଓଡ଼ିଆ ଭାଷାରେ ଆଧୁନିକ ଯୁଗର ୫ ମୁଖ୍ୟ ଔପନ୍ୟାସିକ.ଉପନ୍ୟାସ ଆଧୁନିକ ଓଡ଼ିଆ ସାହିତ୍ୟର ଅନ୍ୟତମ ବୃହତ୍ତ ଏବଂ ଲୋକପ୍ରିୟ ବିଭବ.ଆଧୁନିକ ସାହିତ୍ୟର ଅନ୍ୟାନ୍ୟ ବିଭାଗ ଅପେକ୍ଷା ଏହା ଅଧିକା ଜନପ୍ରିୟତା ହାସଲ କରିପାରିଛି.ଏହାର ମୁଖ୍ୟ କାରଣ ହେଉଛି ସାହିତ୍ୟର ସମସ୍ତ ବିଭାଗ ତଥା ଶୈଳୀ ଉପନ୍ୟାସ ରେ ଦେଖିବାକୁ ମିଳିଥାଏ.କାବ୍ୟ, କବିତାର ରୂପକଳ୍ପ,ବର୍ଣ୍ଣନା ଚାତୁରୀ,ଗଳ୍ପର ଭାଷାବିନ୍ୟାସ ଓ ବର୍ଣ୍ଣନା ନୟିପୁଣ୍ୟ,ନାଟକର ସଂଳାପ ପ୍ରଭୁତି ଗୁଣରାଶିକୁ ବହନକରି ଉପନ୍ୟାସ ଆଜି ଏଇସୋଯ୍ୟଶାଳିନୀ. ମଣିଷର କଥା ଆଜି ଉପନ୍ୟାସ ଯେତେ କହିପାରୁଛି ସାହିତ୍ୟର ଅନ୍ୟ କୌଣସି ବିଭାଗ ସେଇପରି କହିପାରିବ ନାହିଁ.

Literature

12
Jan
2024 10:08 PM


ଓଡ଼ିଆଭାଷାରେ ଆଧୁନିକ ଯୁଗର ୫ ମୁଖ୍ୟ ଔପନ୍ୟାସିକ