ଭ୍ୟାଲେଣ୍ଟାଇନ୍ ଡେ- ପ୍ରେମ ପାଇଁ କ'ଣ ଦିନଟେ ଜରୁରୀ?

କିଛି ଐତିହାସିକଙ୍କ ମତରେ ପ୍ରାଚୀନ ରୋମାନ କ୍ୟାଲେଣ୍ଡରରେ ଫେବୃଆରୀ 15କୁ ଲ୍ୟୁପେରକ୍ୟାଲିଆ ବା ପବିତ୍ରତା ଓ ପ୍ରଜନନକ୍ଷମତାର ଉତ୍ସବ ଭାବେ ପାଳନ କରାଯାଉଥିଲା। 

Literature

14
Feb
2024 8:19 PM