ଓଡ଼ିଶାର ପ୍ରାଚୀନ ଚିତ୍ରକଳା : ପଟ୍ଟଚିତ୍ର

ପଟ୍ଟଚିତ୍ର ଓଡ଼ିଶାର ଏକ ପାରମ୍ପାରିକ ଚିତ୍ରକଳା ଯେଉଁଟିକି ପ୍ରଧାନତଃ ଜଗନ୍ନାଥ ତଥା ହରି ଓ ରାଧାଙ୍କ ପ୍ରେମକଥାର ବର୍ଣ୍ଣନାକୁ ନେଇ ଅଙ୍କାଯାଇଥାଏ । ପଟ୍ଟଚିତ୍ର ଓଡ଼ିଆ ଚିତ୍ରକର ମାନଙ୍କ ଦ୍ଵାରା ନାନାଦି ପ୍ରାକୃତିକ ରଙ୍ଗର ବ୍ୟବହାର କରି ପଟ୍ଟ ବା ମଣ୍ଡଦିଆ କନା ଉପରେ ଅଙ୍କାଯାଇଥାଏ ।

संस्कृति

•

23
Nov
2023 11:22 AM

•

•


ଓଡ଼ିଶାର ପ୍ରାଚୀନ ଚିତ୍ରକଳା : ପଟ୍ଟଚିତ୍ର