ବିବିଧତା ମଧ୍ୟରେ ସ୍ଵତନ୍ତ୍ରତା, ବିଚିତ୍ରତା ମଧ୍ୟରେ ବୈଶିଷ୍ଠ୍ୟତା ସମ୍ପନ୍ନ, ଭକତ ବତ୍ସଳ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରର ଇତିହାସ ଏବଂ ଘୋଷଯାତ୍ରାର କିମ୍ବଦନ୍ତୀ 

ମଧ୍ୟଯୁଗୀୟ ସମୟରେ ଅବନ୍ତୀ ନାମକ ସ୍ଥାନର ରାଜା ଥିଲେ ଇନ୍ଦ୍ରଦ୍ୟୁମ୍ନ। ସେ କୌଣସି ସୂତ୍ରରୁ ଭାଗବାନ ନୀଳମାଧବଙ୍କ ଅବସ୍ଥାନ ସମ୍ପର୍କରେ ଜାଣିପାରି ତାଙ୍କ ଦର୍ଶନ ନିମିତ୍ତ ଉତ୍ସୁକ ହେଲେ ଏବଂ ସେ ଚାରି ଦିଗକୁ ସନ୍ଧାନ ପାଇଁ ନିଜର ଚାରି ବିଦ୍ଵାନ ଦୂତଙ୍କୁ ପ୍ରେରଣ କଲେ।

इतिहास

17
Jun
2023 2:32 PM


ବିବିଧତା ମଧ୍ୟରେ ସ୍ଵତନ୍ତ୍ରତା, ବିଚିତ୍ରତା ମଧ୍ୟରେ ବୈଶିଷ୍ଠ୍ୟତା ସମ୍ପନ୍ନ, ଭକତ ବତ୍ସଳ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରର ଇତିହାସ ଏବଂ ଘୋଷଯାତ୍ରାର କିମ୍ବଦନ୍ତୀ