କ୍ରିକେଟର ସଫଳତମ ଅଧିନାୟିକା ମେଗ୍‌ ଲାନିଙ୍ଗ

ପଣ୍ଟିଂ ୫ ଥର(ଅଧିନାୟକ ଭାବରେ ୪) ଓ ଧୋନୀ ୩ ଥର ଏହି ସଫଳତା ପାଇଛନ୍ତି। ପଣ୍ଟିଂ ନିଜ କ୍ୟାରିୟରରେ ୩ଟି ବିଶ୍ୱକପ ଓ ଦୁଇଟି ଚାମ୍ପିୟନ୍ସ ଟ୍ରଫି ଟାଇଟଲ ଜିତିଥିବା ବେଳେ ଧୋନୀ ଏକମାତ୍ର ଅଧିନାୟକ ଭାବରେ ସମସ୍ତ ଆଇସିସି ଟ୍ରଫି(ଟି୨୦ ବିଶ୍ୱକପ୍‌, ଦିନିକିଆ ବିଶ୍ୱକପ ଓ ଚାମ୍ପିୟନ୍ସ ଟ୍ରଫି) ଜିତିବାର ଗୌରବ ହାସଲ କରିଛନ୍ତି। ତେବେ ଏହି ଦୁଇ ଖେଳାଳିଙ୍କୁ ପଛରେ ପକାଇଥିବା ଏମିତି ଜଣେ ଖେଳାଳି ଅଛନ୍ତି ଯାହାଙ୍କୁ ସମପରିମାଣର ଆଦୃତି ମିଳିନାହିଁ।

खेल

01
Mar
2023 4:56 PM


କ୍ରିକେଟର ସଫଳତମ ଅଧିନାୟିକା ମେଗ୍‌ ଲାନିଙ୍ଗ