ଏକ ଭଲ ଜୀବନ ପାଇଁ ପାଞ୍ଚୋଟି ଭଲ ଜିନିଷ 

1) ଶୃଙ୍ଖଳିତ ଓ ଆତ୍ମସଞ୍ଜମ ଜୀବନ  2)ଜୀବନ ର ଚାରି ପୁରୁଷାର୍ଥ(ଧର୍ମ, ଅର୍ଥ , କାମ, ମୋକ୍ଷ)ପ୍ରାପ୍ତ କରିବାର ଲକ୍ଷ୍ୟ 3) ଜୀବନ ରେ ଏକୁଟିଆ ପଣ କୁ ଏଡାଇ ନିର୍ଜନତା କୁ ଆପଣେଇବା ଶିଖିବାର କୌଶଳ (how to achive the state of solitude not loneliness) 4) କୃତଜ୍ଞତା ଜ୍ଞାପନ କରିବା।। 5)ସବୁ ବିପରୀତ ପରିସ୍ଥିତି ରେ ଭି ପ୍ରଶାନ୍ତି ବା ଶାନ୍ତି କୁ ନ ହରେଇବା।।।

जीवनशैली

•

14
Jan
2024 8:25 PM

•

•


ଏକ ଭଲ ଜୀବନ ପାଇଁ ପାଞ୍ଚୋଟି ଭଲ ଜିନିଷ