ଖାଉଟି ସୁରକ୍ଷା ଅଧିକାରର ମହତ୍ତ୍ୱ ଓ ଆବଶ୍ୟକତା

ଏହି ନିୟମ ମାଧ୍ୟମରେ ଗ୍ରାହକ ବା ଖାଉଟିମାନଙ୍କୁ ପ୍ରତ୍ୟକ୍ଷ ଭାବେ ବଜାର କାରବାରରେ ହସ୍ତକ୍ଷେପ କରି କିଣୁଥିବା ଦ୍ରବ୍ୟ ଓ ସେବାର ସମସ୍ତ ସତ୍ୟାସତ୍ୟ ଜାଣିବାର ଅଧିକାର ମିଳିଛି  ଯାହା ଦ୍ୱାରା କୌଣସି ବେପାରୀ ବା ସେବା ପ୍ରଦାନକାରୀ ଏମାନଙ୍କୁ ହଇରାଣ କରିପାରିବେ ନାହିଁ ଓ ଠକି ପାରିବେ ନାହିଁ।

सरकारी मामले

31
Dec
2023 7:46 PM