ll *ଛାଡଖାଇ ର ପ୍ରକୃତ ଅର୍ଥ* ll
ବେଙ୍ଗ କହେ ବେଙ୍ଗୁଲି ଲୋ ଆଜି ଆସିଛି ଛାଡଖାଇ, ପତର ପକା, ପାଣି ଆଣେ ମିଶିକି ଖାଇବା ଚିକେନ, ଚିଙ୍ଗୁଡ଼ି, ମାଛ, ଶୁଖୁଆ ଭଳିକି ଭଳି, ହବିଷ କରି ଝଡି ମୁଁ ଗଲିଣି ପାରୁନି ଦୁଇ ପାଦ ଚାଲି, ଛାଡଖାଇ କରି ପେଟେଖାଇ ମୁଇଁ ଘଟରେ ମାରିବି ଘୁଙ୍ଗୁଡ଼ି *
खाना
•
28
Nov 2023 7:47 PM
•
•