ମାଆ ବୁଢ଼ୀ ଠାକୁରାଣୀ ଯାତ୍ରା

ବୁଢ଼ୀ ଠାକୁରାଣୀ ଯାତ୍ରା ବ୍ରହ୍ମପୁର ସହରରେ ଅନୁଷ୍ଠିତ ହୋଇଥାଏ । ପ୍ରଥମ ବୁଢ଼ୀ ଠାକୁରାଣୀ ଯାତ୍ରା ୧୭୭୯ ମସିହା ଅପ୍ରେଲ ମାସରେ ଅନୁଷ୍ଠିତ ହେଇଥିଲା । ବିଶ୍ବ ପ୍ରସିଦ୍ଧ ଏହି ଯାତ୍ରା ରାଜ୍ୟ ଉତ୍ସବ ଭାବେ ମାନ୍ୟତା ମଧ୍ୟ ଲାଭ କରିଛି ।

संस्कृति

09
Apr
2023 2:28 PM


ମାଆ ବୁଢ଼ୀ ଠାକୁରାଣୀ ଯାତ୍ରା