ନନ୍ଦିଘୋଷ ରଥର ପାର୍ଶ୍ୱ ଦେବତା

ରଥଯାତ୍ରା (ଘୋଷଯାତ୍ରା ଓ ଶ୍ରୀଗୁଣ୍ଡିଚା ନାମରେ ମଧ୍ୟ ଜଣାଶୁଣା) । ଓଡ଼ିଶାର ମୁଖ୍ୟ ଯାତ୍ରା ରୂପେ ପୁରୀର ରଥଯାତ୍ରା ବିଶ୍ୱପ୍ରସିଦ୍ଧ । ଏହା ଜଗନ୍ନାଥ ମନ୍ଦିରରେ ପାଳିତ ଦ୍ୱାଦଶ ଯାତ୍ରାର ମଧ୍ୟରେ ପ୍ରଧାନ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥର ନାମ ହେଉଛି ନନ୍ଦିଘୋଷ ରଥ। ଏହାର ଉଚ୍ଚତା ୪୪ ଫୁଟ୍ ୨ ଇଞ୍ଚ ଅଟେ। ୧୬ଟି ଚକ ଏବଂ ୮୩୨ ଖଣ୍ଡ କାଠରେ ତିଆରି ହୋଇଥାଏ ନନ୍ଦିଘୋଷ ରଥ। ଏହି ରଥ ନାଲି ଓ ହଳଦୀ ରଙ୍ଗର ହୋଇଥାଏ। ନନ୍ଦିଘୋଷ ରଥର ସାରଥୀଙ୍କ ନାମ ମାତଳୀ ଏବଂ ରଥ ଦଉଡି ଶଙ୍ଖଚୁଡ଼ ନାମରେ ପରିଚିତ। ସେହିପରି ନନ୍ଦିଘୋଷ ରଥର ଧ୍ୱଜାର ନାଁ ତ୍ରୈଲୋକ୍ୟ ମାହିନୀ ହୋଇଥିବାବେଳେ ଏହାର ରକ୍ଷକ ହେଉଛନ୍ତି ଗରୁଡ଼। ରଥଯାତ୍ରାରେ ସବା ଶେଷରେ ନନ୍ଦିଘୋଷ ରଥକୁ ଟଣା ଯାଇଥାଏ।

आध्यात्मिक

30
May
2023 10:05 PM


ନନ୍ଦିଘୋଷ ରଥର ପାର୍ଶ୍ୱ ଦେବତା