ଓଡ଼ିଶାର ୫ ମୁଖ୍ୟ ବୈଜ୍ଞାନିକ
ଆଜି ସବୁଠାରୁ ବଡ କଥା ହେଉଛି କି, ଓଡିଶା ର ବିକାଶ ଘଟିଛି କାରଣ ବିଜ୍ଞାନ ର ବିକାଶ ଘଟିଛି l ବୈଜ୍ଞାନିକ ମାନେ ପ୍ରତିଟି ମୁହୂର୍ତ୍ତ ରେ କିଛି କିଛି ନୂଆ କରିବାର ପ୍ରଚେଷ୍ଟା ଜାରି ରଖିଥିଲେ ଆଉ ରଖିଛନ୍ତି ଆଉ ଆଗକୁ ମଧ୍ୟ ରଖିବେ ବୋଲି ଆଶା ରହିଛି l କଳା, ସ୍ଥାପତ୍ୟ ଏବଂ ବିଜ୍ଞାନ ଯେଉଁ ଦେଶରେ ସେଇଟା ସମ୍ପୂର୍ଣ ମାତ୍ରାରେ ସୁଦୃଢ ହୋଇଥାଏ,ତାକୁ ଆଗକୁ ବଢ଼ିବାରେ କେହି ବି ଅଟକେଇ ପାରନ୍ତି ନାହିଁ l ଆଜି ସୃଜନୀ ପ୍ଲାଟଫର୍ମ ଦ୍ୱାରା ଆଉ ଏକ କୃତିତ୍ୱ କୁ ଉପସ୍ଥାପନା କରି ଲୋକଲୋଚନ କୁ ଆଣିବାର ସୁଯୋଗ ମିଳୁଛି 🙏ଜାହା ଯୁଗ ଯୁଗ ଧରି ପ୍ରେରଣା ହେଇ ରହିବl ତାହେଲେ ଆଉ ଡେରି ନକରି ପଢି ନିଅନ୍ତୁ ଏଇ ସ୍ୱୟଂ ସିଦ୍ଧ ମାନଙ୍କ ଯିବନି ଉପରେ 👍
विज्ञान
•
11
Mar 2024 12:19 AM
•
•