ଓଡ଼ିଶାରେ ଦୋଳପୂର୍ଣ୍ଣିମା ପାଳନ
ଓଡ଼ିଶାର ପୂରପଲ୍ଲୀରେ ଫାଲଗୁନ ପୂର୍ଣ୍ଣିମା ତିଥିରେ ଦୋଳ ପୂର୍ଣ୍ଣିମା ପାଳିତ ହୋଇଥାଏ । ଫାଲଗୁନ ଶୁକ୍ଳ ଦଶମୀ ତିଥିଠାରୁ ଦୋଳଯାତ୍ରା ଆରମ୍ଭ ହୋଇଥାଏ । ସାରା ଓଡ଼ିଶାରେ ଏହି ଦିନକୁ ଦୋଳ ଦଶମୀ ବା ଫଗୁ ଦଶମୀ କୁହାଯାଏ ।
जीवनशैली
•
07
Mar 2023 9:33 PM
•
•

जीवनशैली
•
•
•