-:ସମ୍ପର୍କର ସେତୁ ରେ ଜୀବନ ର ଗତିପଥ:-
ଜୀବନ ଅଛି ତ ସମ୍ପର୍କ ନିଶ୍ଚୟ ଅଛି। ସମ୍ପର୍କ ସମସ୍ତେ ତିଆରି କରି ଜାଣନ୍ତି, ହେଲେ ତାର ମହତ୍ତ୍ଵ ବୁଝି ତା ପ୍ରତି ଥିବା କର୍ତ୍ତବ୍ୟ ପଥରେ ଖୁବ୍ କମ୍ ଜଣ ପାଦ ଥାପି ଥାନ୍ତି। ଏ ଦୁନିଆ ସମ୍ପର୍କ କୁ କେବଳ' use and throw ' ବ୍ୟବହାର ଓ ଫୋପାଡ ଦୃଷ୍ଟି ରେ ଦେଖିଛି। ସମ୍ପର୍କ କୁ ସେହି ମାନେ ଭଲ ପାଆନ୍ତି, ଯେଉଁମାନେ ଜୀବନ ର ମହତ୍ତ୍ଵ ବୁଝିଛନ୍ତି। ସମ୍ପର୍କ ମଧ୍ୟ ଜୀବନ ର ଗତିପଥ ବଦଳାଏ। ଏହା ଉପରେ ସ୍ଵଳ୍ପ ଭିତ୍ତିକ ଉପସ୍ଥାପନ କରିବାକୁ ଚେଷ୍ଟା କରିବି।
जीवनशैली
•
14
Feb 2024 1:16 PM
•
•