ମିଲେଟ୍ କ’ଣ ଓ ଏହାକୁ କାହିଁକି ଖାଇବା
ଏହି ମିଲେଟ୍ କହିଲେ ଆପଣମାନେ କଣ ବୁଝନ୍ତି । ମିଲେଟ୍ କହିଲେ ଏକ ଘାସ ଜାତୀୟ ଶସ୍ୟ ଯାହା ମୁଖ୍ୟତଃ ଶୁଖିଲା ଓ ପାହାଡିଆ ଅଞ୍ଚଳରେ ବଢ଼ିଥାଏ । କିନ୍ତୁ ସିରେଲ୍ ବା ଧାନ ଓ ଗହମ ଜାତୀୟ ଶସ୍ୟ ବଢ଼ିବା ପାଇଁ ସମତଳ ଭୂମି ଓ ଅଧିକ ଜଳ ଆବଶ୍ୟକ କରିଥାଏ । ତେଣୁ ମିଲେଟ୍ ଲଗାଇ ଅମଳ କରିବା ଖୁବ୍ ସହଜ ହୋଇଥାଏ ।
Food
•
23
Dec 2023 7:17 PM
•
•