-:ପ୍ରକୃତି ଓ ଆନନ୍ଦମୟ ପ୍ରେମ ସୃଷ୍ଟି:-

   ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ହେଉଛି ବିଶ୍ୱ।ଏହି ନୈସର୍ଗିକ ଶୋଭା ସମ୍ପଦ ଯୁଗେ ଯୁଗେ କବି, ଲେଖକ, ଭାବୁକ ଓ ଦାର୍ଶନିକ ମାନଙ୍କୁ ଆକୃଷ୍ଟ କରିଛି ଏବଂ କରୁଥିବ। 'ପ୍ରକୃତି ' ର ସୌନ୍ଦର୍ଯ୍ୟ କଥା ଭାବନା ର ସ୍ୟାହି ରେ ଲେଖିବାକୁ ଓ ତୁଲୀ ରେ ଆଙ୍କି ବାକୁ ଯେତିକି ଭଲ ଲାଗେ , ଦେଖିବାରେ ତାର ଦୁଇ ଗୁଣ ଆନନ୍ଦ ଅନୁଭବ କରିହୁଏ। ସେଥିପାଇଁ ତ କୁହାଯାଏ ପ୍ରକୃତିର ଅନ୍ୟ ନାଁ ସୌନ୍ଦର୍ଯ୍ୟ। ଏହା ଉପରେ ଏକ ଉପସ୍ଥାପନା କରିବାକୁ ଚେଷ୍ଟା କରିବି।

Travel

11
Feb
2024 10:02 PM


      -:ପ୍ରକୃତି ଓ ଆନନ୍ଦମୟ ପ୍ରେମ ସୃଷ୍ଟି:-