ପ୍ରକୃତି ଓ ପ୍ରେମକବି
କବି ର ପ୍ରେମ ନିରାକାର , ସେ ତ ଭଗ୍ନ କୋଣାର୍କ କୁ ବି ପ୍ରେମିକା ର ରୂପ ରେ ସଜାଇ ପାରେ ତ କେତେବେଳେ ନିଦାଘ ର ଅପରାହ୍ନ ର ସେହି ଶୁଖିଲା ପତ୍ର ରେ ଯୌବନ ର କୋଳାହଳ ଭରି ଦିଏ
Literature
•
11
Feb
2024 3:16 PM
•
•