ସୋସିଆଲ ମିଡ଼ିଆ -ଆଶୀର୍ବାଦ ନା ଅଭିଶାପ ମୋ ମତରେ ଏକ ଅଭିଶାପ
ମୋ ମତରେ ସୋସିଆଲ ମିଡ଼ିଆ ଏକ ଅଭିଶାପ, ଯାହା ବାବଦରେ ମୁଁ ଆଜି ଏଇ ବ୍ଲଗ ମାଧମରେ ଚର୍ଚ୍ଚା କରିବାକୁ ଚାଁହୁଛି. 🙏ଆମେ ଏଇ ସତକୁ ଅଣଦେଖା କରିନ ପାରୁ କି,ସୋସିଆଲ ମିଡ଼ିଆ ଆଜି ଆମ ଜୀବନରେ ସବୁଠାରୁ ବଡ ତତ୍ତ୍ୱ ଭିତରୁ ଗୋଟେ । ଏହା ମାଧ୍ୟମରେ ଆମେ ଯେକୌଣସି ପ୍ରକାରର ସୂଚନା ପ୍ରାପ୍ତି କରିଥାଉ, ତଥା ଦୁନିଆଁର ଯେକୌଣସି କୋଣରେ ଥିବା ନିଜର ପ୍ରିୟଜନ ଙ୍କ ସହ କଥାବାର୍ତ୍ତା ସମ୍ବନ୍ଧ ରଖିପାରୁଛେ । ସୋସିଆଲ ମିଡ଼ିଆ ଏକ ଆକର୍ଷଣୀୟ ତତ୍ତ୍ୱ ଅଟେ,ଆଜି ଏହା ଆମର ଜୀବନରେ ଯୋଡି ହେଇ ରହିଛି ।
Science
•
10
Jan 2024 9:23 PM
•
•