ଶ୍ରୀ ପାପନାଶିନୀ ତୀର୍ଥ
ଶ୍ରୀ ପାପନାଶିନୀ ତୀର୍ଥ ଏକାମ୍ରର ପ୍ରଥମ ଆୟତନ l ଏକାମ୍ରର ଏମିତି କୌଣସି ସ୍ଥାନ ନାହିଁ ଯାହାର ପୌରାଣିକ, ଐତିହାସିକ ଓ ସାଂସ୍କୃତିକ ଇତିହାସ ନଥିବ। ଏପରି ମହିମା ମଣ୍ଡିତ ଅଟେ ଏହି କ୍ଷେତ୍ର।ଏହି କ୍ଷେତ୍ରର ପ୍ରତେକ ସ୍ଥାନ ଶିବ ସ୍ଵରୂପ ଅଟନ୍ତି। ଜଳେ ଶିବ, ସ୍ଥଳେ ଶିବ ପ୍ରତି କୋଣ ଅନୁକୋଣ ଶିବ ସ୍ଵରୁପ ଅଟନ୍ତି। ଏହି ସ୍ଥାନ ଗୁଡିକ ଏପରି ମହିମା ମଣ୍ଡିତ ଯେ ତାଙ୍କ କଥା ଶ୍ରବଣରେ ଅନୁଭୂତିର ଉର୍ଦ୍ଧରେ ଦିବ୍ୟ ରୋମାଞ୍ଚ ସୃଷ୍ଟି ହୁଏ।
Travel
•
02
Sep 2023 8:25 PM
•
•