ଭକ୍ତ ଶିରୋମଣି - ଭାଗ -୧ (ଗୀତା ପଣ୍ଡା)
ସେ ଭାବ ବିନୋଦିଆ। ଭାବକୁ ନିକଟ ଅଭାବକୁ ଦୂର। ତାକୁ ଭାବର ସହ ଡାକିଲେ ସେ ବୋଉ ପରି ଓ କରିଦିଏ। ଆଉ ରତ୍ନ ସିଂହାସନ ଛାଡ଼ି ଦୌଡ଼ି ଆସିବେ ଭକତ ଘରକୁ। ସେଦିନ ଯେମିତି ଦୌଡ଼ି ଆସିଥିଲେ ଭକ୍ତ ଶିରୋମଣି ଗୀତାପଣ୍ଡାଙ୍କ ଘରକୁ।
Culture
•
30
Nov 2023 10:55 PM
•
•