ସମୟ
ଆଦ୍ୟ ହେଉ ଅବା ଅନ୍ତେ ହେଉ ସେ ନିଶ୍ଚେ ଆସିଥାଏ; ରଜନୀ ଦେହ ରେ ସଜନୀ ସାଜି କି ଆଶଙ୍କା ରଚିବା ସହ ସୁବାସିତ ବାସ ଖେଲାଉଥାଏ। ଘଡି ସନ୍ଧି ମୁହୁର୍ତ କୁ ନାହିଁ ଯେ ତା ' ର ଡର, ଶିଖେଇ ଯାଏ ସେ ଘାତ ପ୍ରତିଘାତ କୁ ସାମ୍ନା କରିବାର ବିଚାର। ନୁହେଁ ସେ ରାଜା ନୁହେଁ ସେ ପ୍ରଜା, କିନ୍ତୁ ଜୀବନ ଆରମ୍ଭ ର ମୂକ ସାକ୍ଷୀ ଭାବେ ପ୍ରଥମ ଦରଜା।। କାର୍ଯ୍ୟ ଉପରେ ନିର୍ଭର କରେନି ତ, ଚିନ୍ତା ଚେତନା କୁ ତା ଖାତିର ନାହିଁ ।। ହଠାତ୍ ଆସି ସେ ପହଂଚି ଯିବ , ପ୍ରଶ୍ନ ନ କରି ସଭିଙ୍କର ସେ ହୋସ ଉଡେଇ ଦେଵ।। ପ୍ରତିବାଦୀ ର ଛାଡ଼ିଯିବ ଛାପ , ପ୍ରତିପୃଷ୍ଠା ବୋଧେ ହୁଏ କେବେ ପୁଣ୍ୟ ତ କେବେ ପାପ।। ଆଦ୍ୟ ହେଉ ଅବା.......
Lifestyle
•
24
Dec 2023 11:54 AM
•
•