✨ ସୁସ୍ଥ ମନ ☺️ ଓ ସୁସ୍ଥ ଜୀବନ 🙂                 -:ଏକ ଅମୂଲ୍ୟ ଦାନ:-

  'ମନ ' ଏପରି ଏକ ଶବ୍ଦ, ଏହା ଶାନ୍ତି, ପ୍ରୀତି ତଥା ଏକାଗ୍ରତା କୁ ନେଇ ଗଠିତ। ସୂକ୍ଷ୍ମ  ପ୍ରତିଦାନ ରେ ଯେହେତୁ ଗଠନ ଶୈଳୀ ଠିକ୍ ସେମିତି ସୂକ୍ଷ୍ମ ଆଘାତ ରେ ମଧ୍ୟ ଭାଙ୍ଗିଯାଏ।  'ଜୀବନ '  ଏହି ସମ୍ପର୍କ ରେ ପ୍ରଶ୍ନ ଉଠିଲେ ସେହି ମନ ଭାବେ -  ସ୍ବାସ୍ଥ୍ୟ ବିନା ଅନ୍ୟ ସକଳ ସମ୍ପଦ ତ ସବୁ ତୁଚ୍ଛ। ତେବେ ଏହି ଜୀବନ କୁ  ସୁସ୍ଥ କରିବାକୁ ହେଲେ  - ସୁସ୍ଥ ଜୀବନ ର ଆଧାର ଉତ୍ତମ ଖାଦ୍ୟ, ଯୋଗ ର ଅଭ୍ୟାସ ଏବଂ ଉତ୍ତମ ଚିନ୍ତାଧାରା ରେ  ଏହାର ସାର୍ଥକତା ଲାଭ କରିହେବ।

Personal

•

09
Jan
2024 9:20 PM

•

•


      ✨ ସୁସ୍ଥ ମନ ☺️ ଓ ସୁସ୍ଥ ଜୀବନ 🙂 
               -:ଏକ ଅମୂଲ୍ୟ ଦାନ:-