2023 ର ଏକ ପ୍ରେରଣାଦାୟକ କାହାଣୀ ଦୁଇ ଛୋଟ ପିଲାଙ୍କର
ମୋତେ ଏ କାମ କରିବାକୁ ବହୁତ କଷ୍ଟ ଲାଗେ,ଆଉ ମୁଁ ଚାହିଁଲେ ବି ଏ କାମ କରିପାରିବି ନାହିଁ, ଆଉ ମୋ ପାଖ ପଡୋଶୀ, ଘରର ଲୋକମାନେ ମଧ୍ୟ ସେମିତି କୁହନ୍ତି ତୋ ଦ୍ୱାରା କିଛି ହବନି l ଯଦି ଆପଣଂକୁ ବି କିଛି କାମ କରିବା ପୂର୍ବରୁ ହିଁ କଷ୍ଟ ଲାଗୁଛି ତେବେ ଆଜିର ଗଳ୍ପ ରେ ଆପଣଂକର ଏଇ ଚିନ୍ତା ଦୂର ହେଇଜିବ l ଛୋଟ ପ୍ରୟାସ ଆଉ ନିଜସ୍ୱ ଅନୁଭୂତି ରୁ ପଢନ୍ତୁ ଭଲ ଲାଗିଲେ ଆଗକୁ ନିଶ୍ଚିନ୍ତ ଏମିତି ପ୍ରେରଣାଦାୟୀ କାହାଣୀ ଆପଣ ମାନଙ୍କ ସାମ୍ନାକୁ ଆଣିବି, ସେତିକି ଭଲ ପାଇବା ଆଶୀର୍ବାଦ ମୋ ଉପରେ ରଖନ୍ତୁl🙏
Personal
•
31
Dec 2023 11:47 PM
•
•