ଘରେ ଘରେ ବାସେ ପଖାଳ

ସେ ଖରା କି ବର୍ଷାକୁ ଖାତିର କରେନି, ସେ ଶୀତ କି କାକରକୁ ଖାତିର କରେନି । ତାକୁ ସଞ୍ଜରେ ବି ଖିଆଯାଏ ଓ ସକାଳେ ବି । ପ୍ରତିଟି ଓଡ଼ିଆଙ୍କ ପ୍ରାଣର ଆତ୍ମା ସେ । ପିଲାଠୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ସବୁଙ୍କର ପ୍ରିୟ ଖାଦ୍ୟ ପଖାଳ ।

Food

20
Mar
2023 11:14 PM


ଘରେ ଘରେ ବାସେ ପଖାଳ