ପ୍ରକୃତି ଓ ପ୍ରେମିକ

ଖାସ୍ ମୋତି ପାଲଟିବା ପାଇଁ ଘାସଫୁଲକୁ ଆଲିଙ୍ଗନ କରିନିଏ। କେବେ ଯେ ଅଚିହ୍ନା ଧୂଳିକଣାରେ ସେ ମୋତି ହଜିଯାଏ ସେ ବେଦନାକୁ କେବେ ଅନୁଭବିଛ। ଖଦ୍ୟୋତ ପରି ଜଳି କେବେ ମିଟିମିଟି ନକ୍ଷତ୍ର ହେବାର ଆନନ୍ଦ ପାଇଛ? ଯଦି କେବେ ଏସବୁ କାମ କରିନାହଁ, ତେବେ ତୁମେ ପ୍ରେମିକ ନୁହେଁ।

Personal

12
Feb
2024 12:35 AM


ପ୍ରକୃତି ଓ ପ୍ରେମିକ