-:ରଜନୀ ଓ ପ୍ରୀତି ର ପରିଭାଷା:-
'ରଜନୀ ବା ରାତ୍ରୀ ' ର ଆହ୍ବାନ ରେ ହିଁ ସବୁ କ୍ଳାନ୍ତ ଦୂରହୋଇଯାଏ। କେବଳ ମନୁଷ୍ୟ କାହିଁକି ଆହାର ସଂଗ୍ରହ ରେ ବାହାରି ଯାଇଥିବା ପଶୁ ପକ୍ଷୀ ମଧ୍ୟ ରଜନୀ ର ସ୍ପର୍ଶ ରେ ନୀଡ଼ କୁ ପେରିଆସାନ୍ତି। ରଜନୀ ରାଣୀ ତାର କଳା ଓଢ଼ଣୀ ରେ ଯେଉଁ ମାଦକ ବିଞ୍ଚି ଥାଏ, ଏ ବିଶ୍ୱ ସୂର୍ଯ୍ୟୋଦୟ ର ଆରମ୍ଭ ନ ହେବା ପର୍ଯ୍ୟନ୍ତ ସେ ନିଶା ତଥା ସେ ଶିତଳତା କୁ ତ୍ୟାଗ କରେ ନାହିଁ। ଏ ହେଉଛି ସେ ନିଶା ବା ରଜନୀ ତା ମାଦକତା ରେ ଯେ କେତେ ଭାଷା ଲୁଚି ରହିଥାଏ , ତାହା ଅବର୍ଣ୍ଣନୀୟ। ଏହା ଉପରେ ସ୍ଵଳ୍ପ ଭିତ୍ତିକ ଉପସ୍ଥାପନ କରିବାକୁ ଚେଷ୍ଟା କରିବି।
Lifestyle
•
12
Feb 2024 10:17 PM
•
•