ସୋସିଆଲ ମିଡ଼ିଆ -ଆଶୀର୍ବାଦ ନା ଅଭିଶାପ         ମୋ ମତରେ ଏକ ଅଭିଶାପ 

ମୋ ମତରେ ସୋସିଆଲ ମିଡ଼ିଆ ଏକ ଅଭିଶାପ, ଯାହା ବାବଦରେ ମୁଁ ଆଜି ଏଇ ବ୍ଲଗ ମାଧମରେ ଚର୍ଚ୍ଚା କରିବାକୁ ଚାଁହୁଛି. 🙏ଆମେ ଏଇ ସତକୁ ଅଣଦେଖା କରିନ ପାରୁ କି,ସୋସିଆଲ ମିଡ଼ିଆ ଆଜି ଆମ ଜୀବନରେ ସବୁଠାରୁ ବଡ ତତ୍ତ୍ୱ ଭିତରୁ ଗୋଟେ । ଏହା ମାଧ୍ୟମରେ ଆମେ ଯେକୌଣସି ପ୍ରକାରର ସୂଚନା ପ୍ରାପ୍ତି କରିଥାଉ, ତଥା ଦୁନିଆଁର ଯେକୌଣସି କୋଣରେ ଥିବା ନିଜର ପ୍ରିୟଜନ ଙ୍କ ସହ କଥାବାର୍ତ୍ତା ସମ୍ବନ୍ଧ ରଖିପାରୁଛେ ।  ସୋସିଆଲ ମିଡ଼ିଆ ଏକ ଆକର୍ଷଣୀୟ ତତ୍ତ୍ୱ ଅଟେ,ଆଜି ଏହା ଆମର ଜୀବନରେ ଯୋଡି ହେଇ ରହିଛି । 

Science

10
Jan
2024 9:23 PM


ସୋସିଆଲ ମିଡ଼ିଆ -ଆଶୀର୍ବାଦ ନା ଅଭିଶାପ
        ମୋ ମତରେ ଏକ ଅଭିଶାପ