ପ୍ରେମ ଶାଶ୍ୱତ, ପ୍ରେମ ଚିରନ୍ତନ..
ଯଦି ମନୁଷ୍ୟ ହୋଇ ମନୁଷ୍ୟ କୁ ପ୍ରେମ ଦେଇ ନ ପାରିଲ ବଞ୍ଚିବାର ଲାଭ କଣ..?? ଏ ଜଡ଼ ପିଣ୍ଡ ଦେହ ଧାରଣ କାହିଁକି?? ଏପରି ଜୀବନ ର ଉଦେଶ୍ୟ କଣ..???
ଜୀବନଶୈଳୀ
•
10
Feb
2024 9:03 PM
•
•