"୫ ଟି ଫଳମୂଳ ଓ ଶରୀର ପାଇଁ ତାର ଉପଯୋଗିତା "

 ପ୍ରକୃତି ର ସୃଷ୍ଟି ବିଚିତ୍ର। ଫସଲ, ପନିପରିବା, ଫଳମୂଳ ଓ ବିଭିନ୍ନ ପ୍ରଜାତି ର ଫୁଲ ଇତ୍ୟାଦି ଆମ ପରିବେଶ ରେ କେବଳ ନୁହେଁ ଆମ ମନ ରେ ମଧ୍ୟ ସବୁଜ ବିପ୍ଳବ ର କିରଣ ରେ ଜୀବନ କୁ ସତେଜ କରୁଛନ୍ତି। ସେଥିପାଇଁ ବୋଧେ କୁହାଯାଏ,  ସବୁଜୀମା ଜୀବନ ର ଦ୍ୟୋତକ।  ଏହା ଉପରେ ସ୍ଵଳ୍ପ ଭିତ୍ତିକ ଉପସ୍ଥାପନ ରଖିବି।

ଖାଦ୍ୟ

25
Feb
2024 12:08 PM


"୫ ଟି ଫଳମୂଳ ଓ ଶରୀର ପାଇଁ ତାର ଉପଯୋଗିତା "