ଆଧୁନିକ ଯୁଗରେ ଜ୍ୟୋତିଷ ଶାସ୍ତ୍ର ର -:ମହତ୍ତ୍ଵ:-
ଯୁଗ ର ପରିବର୍ତ୍ତନ ରେ କେବେ' ମହତ୍ତ୍ଵ ' ଶବ୍ଦ ଟି ଲୁକ୍କାୟିତ ହେଇଯିବନି, ବିଶ୍ଵନିୟନ୍ତା ପ୍ରତ୍ୟେକ ଜିନିଷ କୁ କିଛି ନା କିଛି ମହତ୍ତ୍ଵ ଉଦ୍ଦେଶ୍ୟ ରେ ଗଢ଼ିଛନ୍ତି। ଠିକ୍ ସେମତି 'ଜ୍ୟୋତିଷ ଶାସ୍ତ୍ର' ତନ୍ମଧ୍ୟ ରୁ ଏକ । ମୋ ମତରେ ବାସ୍ତବତା କୁ ବିଶ୍ବାସ ଓ ସମ୍ମାନ କରିବା ଉଚିତ୍। ସମାଲୋଚନା ମୂଳକ ଆକ୍ଷେପ କୁ ନୁହେଁ। ଏହା ଉପରେ ବ୍ୟାପକ ଭାବେ ଉପସ୍ଥାପନ କରିବାକୁ ଚେଷ୍ଟା କରିବି।
ଆଧ୍ୟାତ୍ମିକ
•
10
Feb 2024 11:05 AM
•
•