ଭାରତରେ UPI କାରବାର। -:(ୟୁନିଫାଏଡ ପେମେଣ୍ଟ ଇଣ୍ଟରଫେସ୍):-
ଧନଧାନ୍ୟ ରେ ପରିପୂର୍ଣ ସମ୍ପର୍କ ରେ ଭାବିଲେ , ଭାରତ ଭଳି ସ୍ଵତନ୍ତ୍ର ସ୍ଵର୍ଣ୍ଣ ର ଦେଶ ଏଥିରେ ଅନ୍ତର୍ଭୂକ୍ତ।ଏଥିରେ ସନ୍ଦେହ ନାହିଁ। ଟଙ୍କା ର ମହତ୍ତ୍ଵ ଓ ଉପାଦେୟତା କାହାରିକୁ ଅବିଦିତ ନୁହେଁ। ମାନବ ସମାଜ ସହିତ ଧନର ଘନିଷ୍ଠ ସମ୍ପର୍କ ବୋଲି କହିଲେ , ଭୁଲ୍ ହେବନି। ଆଜିକାଲି ଦୁନିଆରେ power କୁ ବିନିଯୋଗ କରି ଲୋକେ ଚନ୍ଦ୍ର ରେ ପହଞ୍ଚିଲେଣି। ତେବେ ଆମକୁ କୁ ନୂତନ ପରିବର୍ତ୍ତନ ସହ ତାଳ ଦୀ ଚାଲିବାକୁ ହେବ।
ବ୍ୟବସାୟ
•
28
Jan 2024 9:17 PM
•
•