ଦେଶର ପ୍ରଥମ ମହିଳା ଭାବେ ପୁରସ୍କୃତ ହେବେ ବୈଜ୍ଞାନିକ ଡକ୍ଟର ଜ୍ୟୋତିର୍ମୟୀ ମହାନ୍ତି
ବିଶ୍ୱ ଦରବାରରେ ପୁରସ୍କୃତ ହେବେ ଓଡ଼ିଆ ଝିଅ । ଭାରତର ପ୍ରଥମ ମହିଳା ଭାବେ ସମ୍ମାନ ଜନକ ଆଇୟୁପିଏସି ପୁରସ୍କାର ଗ୍ରହଣ କରିବେ ଓଡ଼ିଶାର ବୈଜ୍ଞାନିକ ଡକ୍ଟର ଜ୍ୟୋତିର୍ମୟୀ ମହାନ୍ତି ।
ବିଜ୍ଞାନ
•
15
Mar 2023 11:54 PM
•
•
.jpeg)